DEVA SNAN PURNIMA || SRI JAGANNATH SNAN YATRA2024

jagannathdarshan_official ଦେବସ୍ନାନ ପୂର୍ଣ୍ଣିମା ଓ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ମହାବାହୁ.. ତୁମେ ମୋର ଏବଂ ଜଗତର ବାପା.. A O !0

ଅନାଥର ବାପା

ଅସହାୟର ଆଶା..

ସବୁଦିନ ସମସ୍ତଙ୍କ ଡାକ ଶୁଣି ଶୁଣି ତୁମେ ଥକି ଯାଇଥିବ।

ଆଜି ଜନ୍ମଦିନରେ ବି ତୁମକୁ ଜର ହୋଇଯାଇଛି । ଆଶା କରୁଛି ତୁମେ ଶୀଘ୍ର ସୁସ୍ଥ ହୋଇଯିବ ବାପା ।

ନିଜର ଯନ୍ତ୍ର ନେବ ।

ଜୟ ଜଗନ୍ନାଥ

ଯଦି ମୁଁ ସତରେ ତୁମ ପୁଅ ହୋଇଥାନ୍ତି ।

#jayjagannath #debasnanapurnima #jaijagannathpuridham


Comments

Popular posts from this blog

HATTIGOR JAGANNATH RATH YATRA 2024

SHRAVAN MAHINA PUNYATITHI SUBH MUHURAT BABA BHOLENATH KI KRIPA AAP SABHI SANATAN DHARM DESH BASI KO HARDIK SHUBHKAMNAYE